କ୍ରୁଜ୍ରେ ରେଭ୍ ପାର୍ଟିରେ ଓଡ଼ିଆ ପୁଅ: ବାପା କହିଲେ ମୋ ପୁଅ କିଛି ଅପରାଧ କରିନି
ଭୁବନେଶ୍ୱର : ଅକ୍ଟୋବର ୦୬: କ୍ରୁଜ୍ ଜାହାଜରେ ହୋଇଥିବା ରେଭ୍ ପାର୍ଟିରେ ବଲିଉଡ ଷ୍ଟାର ଶାହାରୁଖ ଖାନ୍୍ଙ୍କ ପୁଅ ସମେତ ୧୫ ଜଣଙ୍କୁ ଏନ୍ସିବି ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି ।…