ଅପରାଧ କେ-ଡ୍ରାମା ଦେଖିବାରୁ ୨ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ Dec 7, 2022 ସିଓଲ : ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କ ଆଉ ଏକ ବର୍ବର କାରନାମା I ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଉତ୍ତର କୋରିଆର ୨ଜଣ ୧୬-୧୭ ବର୍ଷର ହାଇସ୍କୁଲ ପିଲାଙ୍କୁ ସର୍ବ ସମ୍ମୁଖରେ…