ପୁଣି ୩୦ କରୋନା ଆକ୍ରାନ୍ତ ସୁସ୍ଥ; ଏ ପର୍ଯ୍ୟନ୍ତ ଓଡ଼ିଶାରେ ୩୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି
ଭୁବନେଶ୍ୱର : ମେ ୧୯: ଓଡ଼ିଶାରେ ଆଜି ପୁଣି ୩୦ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଏହାକୁ ମିଶାଇଲେ, ଏ ପର୍ଯ୍ୟନ୍ତ ଓଡ଼ିଶାରେ ୩୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l
ଆଜି ସୁସ୍ଥ ହେଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ…