Feature ଟ୍ରାଫିକ୍ ସମସ୍ୟା ନେଇ ଥାନାରେ ୬ବର୍ଷର ବାଳକ Mar 23, 2022 ଚିତ୍ତୁର: ଦେଶରେ ଟ୍ରାଫିକ ଜାମ୍ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ହେଲେ କେବେ ଆପଣ କୌଣସି କୁନି ପିଲାକୁ ଟ୍ରାଫିକ ସମସ୍ୟା ନେଇ ଥାନାକୁ ଯାଇଥିବା ଦେଖିନଥିବେ । ଗତ କିଛି ଦିନରୁ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ…