ଓଡ଼ିଶା ରାସ୍ତାରେ ଲଢ଼ିଲେ ସିନେ ଷ୍ଟାର, ଦେଖନ୍ତୁ ସମୂର୍ଣ୍ଣ ଭିଡିଓ Jul 23, 2022 ଭୁବନେଶ୍ୱର: ରାସ୍ତାରେ ଲଢ଼ିଲେ ଓଲିଉଡ୍ ଷ୍ଟାର୍ । ଅଭିନେତା ବାବୁସାନ୍ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫାଇଟିଂ ଭିଡିଓ ଏବେ ସମସ୍ତଙ୍କ ମୋବାଇଲରେ ଘୂରିବୁଲୁଛି । ଘରୋଇ କଳହରୁ ଏହିପରି…