ମନୋରଞ୍ଜନ ୧୭ ବର୍ଷର ଲିଭଇନ୍ ପରେ ଏବେ କଲେ ବିବାହ May 25, 2022 ମୁମ୍ବାଇ: ମଇ ୨୫: ବଲିଉଡର ପପୁଲାର ଫିଲ୍ମ ର୍ନିମାତା ହନସଲ ମେହେତା ଏବଂ ସଫିନା ହୁସେନ୍ ସେମାନଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦୀର୍ଘ ୧୭ବର୍ଷର ଧରି ଲିଭ୍ ଇନରେ ରହିବା ପରେ ଦୁହେଁ ଏବେ ବିବାହ…