ଦେଶ- ବିଦେଶ ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ’ Jun 14, 2022 ଦିଲ୍ଲୀ: ଜୁନ୍ ୧୪: ସେନାରେ ଭର୍ତ୍ତି ହେବା ପାଇଁ ଭାରତ ସରକାର ଆଜି ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୋଗ ଦେଇ ଦେଶ ପାଇଁ ସୁଯୋଗ ମିଳିବ ।…