ଓଡ଼ିଶା ଶୁଦ୍ଧି ଓ ସିଦ୍ଧିର ଦିବସ ଅକ୍ଷୟ ତୃତୀୟା May 3, 2022 ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟାରେ ପଡ଼ିଥାଏ ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥିରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଦେବାଳୟ ନିର୍ମାଣ, କୂପ,…