Browsing Tag

Alia Bhatt

ଗତ ମାସରେ ଆଲିଆଙ୍କ ହାର୍ଟ ଅଫ୍‌ ଷ୍ଟୋନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ଲୋକପ୍ରିୟତା ବୃଦ୍ଧି କରି ସାରିବା ପରେ ଏବେ ହଲିଉଡ୍‌ ମୁହାଁ ହୋଇଛନ୍ତି । ଆଲିଆ ନିଜର ହଲିଉଡ୍‌ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍‌ ଷ୍ଟୋନର ଶୁଟିଂ ଶେଷ କରିଛନ୍ତି । ଟମ୍‌ ହାର୍ପରଙ୍କ ଏହି…

‘ଆର୍‌ଆର୍‌ଆର୍‌’ରେ ସଂକ୍ଷିପ୍ତ ରୋଲ୍‌କୁ ନେଇ ଆଲିୟାଙ୍କ ରାଗ

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଭାରତୀୟ ବକ୍ସଅଫିସରେ ଧମାଲ କରୁଛି । ଏହାସହ ଫିଲ୍ମଟି ରିଲିଜ୍‌ ପୂର୍ବରୁ ଏବଂ ପରେ ରେକର୍ଡ କରିବାରେ ଲାଗିଛି । ଫିଲ୍ମରେ ଜୁନିଅର ଏନଟିଆର…

ଗ୍ଲୋବାଲ ହେବାକୁ ପ୍ରସ୍ତୁତ

ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ ବକ୍ସ ଅଫିସରେ କମାଲ କରିବା ପରେ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସଫଳତା ଶୀର୍ଷରେ ପହଞ୍ଚି । ତାଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ପୁରା ବିଶ୍ୱରେ ଏହି ଫିଲ୍ମ ୧୦୦ କୋଟି…

ପ୍ରଥମ ଥର ଗଙ୍ଗୁବାଈର ନ୍ୟାରେସନ ଶୁଣି ଦୌଡି ପଳାଇଥିଲେ ଆଲିଆ: ସଞ୍ଜୟ ଲିଲା ଭନସାଲି

ନୂଆଦିଲ୍ଲୀ: ଫେବୃଆରୀ ୧୭: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ଚଳିତ ମାସରେ ମୁକ୍ତିଲାଭ କରିବ। ଏକ ସାକ୍ଷାତକାରରେ ଭନସାଲୀ ପ୍ରକାଶ କରିଛନ୍ତି ଯେ ଆଲିଆ ଭଟ୍ଟ ପ୍ରଥମ…

ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ପ୍ରଦର୍ଶିତ ହେବ ଆଲିୟାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ତାଙ୍କର ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’କୁ ନେଇ ଏବେ ଲାଇମଲାଇଟ୍‌ରେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯେଉଁଥିରେ ଆଲିୟାଙ୍କ ଦମଦାର ଅଭିନୟ ଦେଖିବାକୁ…

ବଡ ପରଦାରେ ଆସିବେ ଗଙ୍ଗୁବାଈ

ମୁମ୍ବ।ଇ: ଫେବୃଆରୀ ୦୫: ସଞ୍ଜୟ ଲୀଳ। ବଂସାଲୀଙ୍କ ଫିଲ୍ମ ଗଙ୍ଗୁବ।ଇ କ।ଠିଆୱ।ଡର ଟ୍ରେଲର୍ ରିଲିଜ୍ ହୋଇଯ।ଇଛି । ସଞ୍ଜୟଙ୍କ ଏହି ଫିଲ୍ମରେ ଆଲିଆଙ୍କ ଚରିତ୍ର ଖୁବ୍ ଦମଦାର ଅନ୍ଦ।ଜରେ ଦେଖ।ଯ।ଇଛି । ଅନ୍ୟପଟେ ଅଜୟ ଦେବଗନ୍ ଜଣେ…

ଅନସ୍କ୍ରିନରେ ଏକାଠି ନଜର ଆସିବେ ଭି-କ୍ୟାଟ୍‌ !

ନୂଆଦିଲ୍ଳୀ :ଜାନୁଆରୀ ୧୨: ବିବାହ ପରେ ବେଶ୍‌ ଚର୍ଚ୍ଚାକୁ ଆସିଥିବା ହିଟ୍‌ ଯୋଡି ଭିକି କୌଶଲ ଓ କ୍ୟ।ଟ୍ରିନ। କୈଫ୍ ଏକାଠି ନଜର ଆସିବେ ବଡ ପରଦାରେ। ବିବ।ହ ପରେ ଅଭିନେତ। ଭିକି ଓ କ୍ୟ।ଟ୍ରିନ।ଙ୍କୁ ପ୍ରଥମ ଥର ପ।ଇଁ ପରଦ।ରେ…

ବିବ।ହ କରିବେ ବଲିଉଡ୍‌ ଅଭିନେତ। ଫରହ।ନ୍ ଅଖତର

ମୁମ୍ବ।ଇ: ଜାନୁଆରୀ ୦୬: କ୍ୟ।ଟ୍ରିନ। ଓ ଭିକ୍କି କୌଶଲଙ୍କ ପରେ ଏବେ ବଲିଉଡରେ ଚାଲିଛି ବିବାହର ଋତୁ। ମ।ର୍ଚ୍ଚ ମ।ସରେ ବିବ।ହ କରିବ।କୁ ଯ।ଉଛନ୍ତି ବଲିଉଡର ଅଭିନେତ। ଫରହ।ନ୍ ଅଖତର । ସେ ତ।ଙ୍କ ବ।ନ୍ଧବୀ ଶିବାନୀ…

ଉତ୍କଣ୍ଠା ବଢ଼ାଉଛି ରଣବୀର-ଆଲିୟାଙ୍କ ‘ବ୍ରହ୍ମାସ୍ତ୍ର’

ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ସ୍କାଏ-ଫାଇ ଥ୍ରିଲର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବହୁପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଏକ । ନିକଟରେ ଫିଲ୍ମର ଫାଷ୍ଟ ମୋଶନ୍‌ ପୋଷ୍ଟର ରିଲିଜ୍‌ କରାଯାଇଛି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ…