ଓଡ଼ିଶା ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ Jun 21, 2022 ଭୁବନେଶ୍ୱର : ଜୁନ୍ ୨୧ : ମହାରାଷ୍ଟ୍ରର ପୁନେଠାରେ ଜାତୀୟ କରାଟେ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମୋଟ୍ ୧୯ଟି ପଦକ ଜିତି ଦ୍ୱିତୀୟ…