ମନୋରଞ୍ଜନ ରକି ଓ ରାନୀରେ ନଜର ଆସିବେ ୩ ବଲିଉଡ୍ ଯୁବ ତାରକା Jun 10, 2022 ମୁମ୍ବାଇ: ଜୁନ ୧୦: କରଣ ଜୋହରଙ୍କ ଆଗାମୀ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି…
ମନୋରଞ୍ଜନ ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା ! Oct 22, 2021 ମୁମ୍ବାଇ: ଅକ୍ଟୋବର ୨୨: ଆରୟନ ଖାନ୍ଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍ସିବି ଜବତ କରାଯାଇଛି ।…
ମନୋରଞ୍ଜନ ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍ସିବି ପୋଲିସ Oct 21, 2021 ମୁମ୍ବାଇ: ଅକ୍ଟୋବର ୨୧: ଡ୍ରଗ୍ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି ।…
ମନୋରଞ୍ଜନ ମୁକ୍ତିଲାଭ କଲା ବିଜୟଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ଲିଗର୍’ Sep 9, 2021 ମୁମ୍ବାଇ: ସେପ୍ଟେମ୍ବର ୯: ଆଜି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ପ୍ରଥମ ବିଲିଉଡ ଫିଲ୍ମ ‘ଲିଗର୍’ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ତାଙ୍କ ନାୟିକା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାଜିଛନ୍ତି ।…