ଦେଶ- ବିଦେଶ ଚାଲିବନି ୧୫ ବର୍ଷର ପୁରୁଣା ଗାଡ଼ି: କେନ୍ଦ୍ର ପରିବହନ ମନ୍ତ୍ରୀ Nov 26, 2022 ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ହଟାଇ ଦିଆଯିବ । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଚାଲିପାରିବ ନାହିଁ…