ଖେଳ ଆଇପିଏଲ ନିଲାମ ଡାକିଲେ ଆର୍ଯ୍ୟନ୍ ଓ ସୁହାନା ଖାନ୍ Feb 12, 2022 ନୂଆଦିଲ୍ଲୀ: ଫେବୃଆରୀ ୧୨: କୋଲକାତା ନାଇଟ୍ ରାଇଡର୍ସ ଟେବୁଲରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ନିଲାମ ସମୟରେ ଶାହରୁଖ ଖାନଙ୍କ ପୁଅ, ଝିଅ ଆର୍ଯ୍ୟନ୍ ଖାନ୍ ଏବଂ ସୁହାନା ଖାନ୍ ତାଙ୍କ ଅନୁପସ୍ତିତିରେ ଟିମ୍ ଭର୍ତି କରିଥିଲେ।…
ଦେଶ- ବିଦେଶ ଶେଷରେ ଜେଲ୍ରୁ ମୁକୁଳିଲେ ଆର୍ଯ୍ୟନ Oct 30, 2021 ମୁମ୍ବାଇ: ଅକ୍ଟୋବର ୩୦: ଦୀର୍ଘ ୪ ସପ୍ତାହ ଧରି ଜେଲ୍ରେ ରହିବା ପରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଶେଷରେ ମୁକୁଳିଛନ୍ତି । ପୁଅକୁ ଆଣିବା ପାଇଁ ଶାହରୁଖ ନିଜେ ଆର୍ଥର ରୋଡ୍ ଜେଲକୁ ଯାଇଥିଲେ ।…
ମନୋରଞ୍ଜନ ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା ! Oct 22, 2021 ମୁମ୍ବାଇ: ଅକ୍ଟୋବର ୨୨: ଆରୟନ ଖାନ୍ଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍ସିବି ଜବତ କରାଯାଇଛି ।…
ମନୋରଞ୍ଜନ ଅଭିନେତ୍ରୀ ଅନନ୍ୟାଙ୍କ ଘରେ ଏନ୍ସିବି ପୋଲିସ Oct 21, 2021 ମୁମ୍ବାଇ: ଅକ୍ଟୋବର ୨୧: ଡ୍ରଗ୍ସ ମାମଲାରେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ନର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍ସିବି) ଚଢ଼ାଉ କରିଛି । ଅନନ୍ୟାଙ୍କ ମୁମ୍ବାଇର ଖର େୱଷ୍ଟ ସ୍ଥିତ ଘରେ ପୋଲିସ ଚଢ଼ାଉ କରିଛି ।…
ମନୋରଞ୍ଜନ କ୍ରୁଜ୍ ଜାହାଜରେ ରେଭ୍ ପାର୍ଟି ମାମଲା: ମୁନ୍ମୁନ୍ ଧମେଚା କିଏ? Oct 5, 2021 ମୁମ୍ବାଇ: ଗତ ଶନିବାର ନାରକୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ(ଏନ୍ସିବି) ଏକ ହାଇ ପ୍ରୋଫାଇଲ ରେଭ୍ ପାର୍ଟି ଉପରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଏବଂ…