ଦେଶ- ବିଦେଶ ଛଟ ପୂଜା ସାରି ଫେରୁଥିବା ସମୟରେ ଦୁର୍ଘଟଣା: ୯ ମୃତ Nov 11, 2021 ଗୌହାଟି: ନଭେମ୍ବବର ୧୧: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଆଜି ଏକ ମର୍ମ;ୁଦ ସଡ଼କ ଦୁର୍ଘଟଣା ଘଟିଛି । ଛଟ ପୂଜା ସାରି ଏକ ଅଟୋ ରିକ୍ସାରେ ଘରକୁ ଫେରୁଥିବା ସମୟରେ ଟ୍ରକ୍ ସହ ମୁହାଁମୁହିଁ ଧକା ହୋଇଛି । ଏଥିରେ ୯…