ଦେଶ- ବିଦେଶ ଏଥର ବିନା ପାଇଲଟରେ ଉଡିବ ଯୁଦ୍ଧ ବିମାନ: ଶତ୍ରୁ ହେବେ ଧରାଶାଇ Jul 2, 2022 ଏଣିକି ଭାରତର ଶକ୍ତି ଆଗରେ ଠିଆ ହବାକୁ ବି ସାହସ କରିବେନି ଶତ୍ରୁରାଷ୍ଟ୍ର । ଆହୁରି ଡରିବେ ପାକିସ୍ତାନ ଆଉ ଚୀନ । ଭାରତ ପ୍ରସ୍ତୁତ କରିଛି ବିନା ପାଇଲଟର ଯୁଦ୍ଧ ବିମାନ । ଏଥର ବିନା କୌଣସି ଶଙ୍କା ବା ଡରରେ ଶତ୍ରୁଙ୍କ ଉପରେ…