ଓଡ଼ିଶା ଆଜି ମହାପ୍ରଭୁଙ୍କ ବନକଲାଗି ନୀତି Apr 27, 2022 ପୁରୀ: ଅପ୍ରେଲ ୨୭: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଇଛି ପୁଣି ମହାସ୍ନାନ । ଆଜି ମଙ୍ଗଳ ଆଳତୀ ପରେ ରତ୍ନ ସିଂହାସନ ଉପରେ ଥିବା ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜି ଯିବାରୁ ଠାକୁରଙ୍କୁ ମହାସ୍ନାନ…
ଓଡ଼ିଶା ଶ୍ରୀଜିଉଙ୍କର ହେବ ବନକଲାଗି ନୀତି Mar 23, 2022 ପୁରୀ: ମାର୍ଚ୍ଚ ୨୩: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ,…
ଜିଲ୍ଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି Mar 9, 2022 ପୁରୀ: ମାର୍ଚ୍ଚ ୦୯: ଆଜି ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ସାଧାରଣ ଲୋକେ । ଏହି ବନକଲାଗି ବା…
ଓଡ଼ିଶା ମହାପ୍ରଭୁଙ୍କ ବନକଲାଗି ନୀତି Jan 19, 2022 ପୁରୀ: ଜାନୁଆରୀ ୧୯: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧ। ବିଗ୍ରହଙ୍କ ବନକଲ।ଗି ନୀତି। ମଧ୍ୟ।ହ୍ନ ଧୂପ ପରେ ଦତ୍ତମହ।ପ।ତ୍ର ସେବକମ।ନେ ମହ।ପ୍ରଭୁଙ୍କର ବନକଲ।ଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତ।ଳ, ଶଙ୍ଖ, କସ୍ତୁରୀ ଓ…