Browsing Tag

barabati t 20 match

ଷ୍ଟାଡିଅମକୁ ନିଆଯିବନି କୌଣସି ଜିନିଷ, ଖାଲି ଫୋନ ଓ ଚଷମାକୁ ଅନୁମତି

କଟକ: ଜୁନ ୧୧: କଟକର ବାରବାଟୀ ଟି-୨୦ ପାଇଁ ଡିସିପି ପିନାକ ମିଶ୍ର କଟକ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ…

କେତେ ଫିଟ୍‌ ଅଛି ବାରବାଟୀ ? ପାଣିପାଗ ଠିକ୍‌ ରହିବ, ନା ଖରାପ କହି ହେବନି

କଟକ: ବାରବାଟୀ କେତେ ଫିଟ୍‌ ଅଛି, ସେ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ପ୍ରମାଣପତ୍ର ଦିଆଯାଇଛି । ପାଣିପାଗ ଠିକ୍‌ ରହିଲେ ଠିକ୍‌ ପାଗ ଖରାପ ହେଲେ କହି ହେବନି । ବିଭାଗ ପକ୍ଷରୁ ସାପ ମରିବନି କି ବାଡି ଭାଙ୍ଗିବନି…

ଓଏଲଏକ୍ସରେ ଟି୨୦ ଟିକେଟ୍‌ ଦାମ ୧୦ ହଜାର ଟଙ୍କା

କଟକ: ଜୁନ ୧୧: ଓଏଲଏକ୍ସରେ ବିକ୍ରି ହେଉଛି ବାରବାଟୀ ଟିକେଟ । ଆସନ୍ତାକାଲି ବାଟବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-ଟେ୍ୱଣ୍ଟି ଟMର ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢିଥିବା ବେଳେ, ଏହାର ସୁଯୋଗ ନେଇ କିଛି…