ଜିଲ୍ଲା କୁଆଡ଼େ ଗଲେ ଡାକ୍ତର? ସୁରକ୍ଷାକର୍ମୀ ମାପୁଛନ୍ତି ରକ୍ତଚାପ Oct 12, 2021 ବରଗଡ଼ : ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅର୍ବାନ ସିଏଚ୍ସି ମାନ୍ୟତା ପାଇବାକୁ ଦେଢ଼ ବର୍ଷ ବିତିଗଲାଣି । କି;ୁ, ଏଠାରେ ସୁରକ୍ଷାକର୍ମୀମାନେ ରୋଗୀଙ୍କ ରକ୍ତଚାପ ମାପୁଥିବା ଦେଖିବାକୁ ମିଳିଛି । ଏହି ଚିକିତ୍ସାଳୟ…