Browsing Tag

baragarh news

ମହାନଦୀକୁ କଲମା ବ୍ୟାରେଜ ବାଧା, ଆଶଙ୍କାରେ ଗଙ୍ଗାଧର ମେଗା ଲିଫ୍‌ଟ ପ୍ରକଳ୍ପ

ବରଗଡ଼ : ଜଳବାୟୁ ପରିବର୍ତ୍ତନ ସହ ମାନବକୃତ ଅତ୍ୟାଚାର ଯୋଗୁଁ ଓଡ଼ିଶାର ଜୀବନଧାରା ମହାନଦୀ କ୍ରମାଗତ ଭାବେ ଶୁଖିବାରେ ଲାଗିଛି । ଛତିଶଗଡ଼ ସରକାର ନଦୀବକ୍ଷରେ ଏକାଧିକ ଆନିକଟ ଓ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶା ଭାଗ…

ବରଗଡ଼ ଜିଲ୍ଲାରେ ମେ’ ୬ରୁ ରବି ଧାନ କିଣା

ବରଗଡ଼ : ଗତଥର କରୋନା କଟକଣା ଭିତରେ ରବି ଧାନ କିଣା ହୋଇଥିଲା । ଚାଷୀଙ୍କୁ ଧାନକଟା ମେସିନ୍‌ ଏବଂ କୃଷି ଶ୍ରମିକ ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିଥିଲା । ମନ୍ଥର ଉଠାଣ ପ୍ରକ୍ରିୟା ଯୋଗୁଁ ମଣ୍ଡିଗୁଡ଼ିକରେ ଲକ୍ଷାଧିକ ବସ୍ତା ଧାନ…

ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ ଷ୍ଟେସନ କାର୍ଯ୍ୟକ୍ଷମ ଦାବି

ବରଗଡ଼: ଅକ୍‌ଟୋବର ୩୦ : ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍‌ ଷ୍ଟେସନ ସ୍ଥାପନ କରିଥିଲେ । କି;ୁ ତାହା କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିରହିଛି ।…

ଆର୍‌ଟିଓ ଅଫିସର କହି ରାଜପଥରେ ଅଟକାଉଥିଲା ଗାଡ଼ି, ଲୁଟୁଥିଲା ଟଙ୍କା

ବରଗଡ଼: ଅକ୍‌ଟୋବ ୨୬: ନିଜକୁ ଆର୍‌ଟିଓ ଅଫିସର ପରିଚୟ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଅଟକାଉଥିଲା । ଏହାପରେ ଗାଡ଼ି ମାଲିକଙ୍କୁ ଧମକାଇ ଓ ମିଛ କହି ଲୁଟୁଥିଲା ଟଙ୍କା । ଏହି ନକଲ ଆର୍‌ଟିଓ ପଅଫିସରକୁ ବରଗଡ଼ ପୋଲିସ ଯୋଜନା…