ଜାନୁଆରୀ ୧ରୁ ୧୫-୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ୍ ଡ୍ରାଇଭ୍ ଆରମ୍ଭ
ନୂଆଦିଲ୍ଲୀ: ଡିସେମ୍ବର ୨୮: କୋୱିନ୍ ଆପରେ ୧୫ ରୁ ୧୮ ବର୍ଷ ବୟସର ପିଲ।ମ।ନେ ଜ।ନୁଆରୀ ୧ ରୁ କୋଭିଡ ଟିକା ପାଇଁ ପଞ୍ଜୀକୃତ କରିପାରିବେ ବୋଲି କହିଛନ୍ତି ସରକାର।
କୋୱିନ୍ ମୁଖ୍ୟ ଡ.ଆର.ଏସ୍ ଶର୍ମ। ଏ ସମ୍ପର୍କରେ ସୂଚନା…