Browsing Tag

Bhubaneswar

ପରାଜୟରୁ ଭାରତର ବିଶ୍ୱକପ ଅଭିଯାନ:ଆମେରିକାର ଗୋଲ ବର୍ଷା

ଭୁବନେଶ୍ୱର (ଶକ୍ତି ପ୍ରକାଶ ନନ୍ଦ): କଳିଙ୍ଗରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ବିଗୁଲ ବାଜିଛି । ପୁଲ-ଏରେ ସ୍ଥାନ ପାଇଥିବା ଆୟୋଜକ ରାଷ୍ଟ୍ର ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ଥର ଭାରତୀୟ ମହିଳା…

ଆଜିଠୁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: ଓଡ଼ିଶା, ଗୋଆରେ ଉଦ୍‌ଘାଟନୀ ମ୍ୟାଚ

ଭୁବନେଶ୍ୱର : ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ୨୦୨୨ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ୧୬ଟି ଅଂଶଗ୍ରହଣକାରୀ ଦଳ ଭେନୁ୍ୟରେ ପହଞ୍ଚି ସାରିଛନ୍ତି । ଓଡ଼ିଶା ଓ ଗୋଆରେ ପ୍ରତିଯୋଗିତାର ଉଦ୍‌ଘାଟନୀ…

ଖାଦ୍ୟରେ ଅପମିଶ୍ରଣ ପାଇଁ ପ୍ରସିଦ୍ଧ ‘କିଶୋର ଭାଇନା ମଟନ’ ହୋଟେଲ ସିଲ

ଭୁବନେଶ୍ୱର :  ପ୍ରସିଦ୍ଧ କିଶୋର ଭାଇନା ହୋଟେଲ ସିଲ I ଖାଦ୍ୟରେ ଅପମିଶ୍ରଣ ଯୋଗୁଁ ଭୂବନେଶ୍ୱରେ କିଶୋର ଭାଇନା ହୋଟେଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ଏହି ନିଷ୍ପତ୍ତି…

ଭୁବନେଶ୍ୱର : ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଆତ୍ମହତ୍ୟା ଜନିତ ଘଟଣା I ଭୁବନେଶ୍ୱର ରେ ପୁଣି ଜଣେ ନର୍ସିଂ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା I ମୃତI ଛାତ୍ରୀ ଜଣକ ହେଲେ କୁନି କୁ୍ଅଁର। ତାଙ୍କ ଘର ବଲାଙ୍ଗୀରରେ ବୋଲି ସୂଚନା…

ଜାତୀୟ ଜୁନିୟର ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌: ସନ୍ତରଣରେ କର୍ଣ୍ଣାଟକ ବିଜେତା, ୨୬ ନୂଆ ରେକର୍ଡ

ଭୁବନେଶ୍ୱର,୨୦ା୭(ସବୁ୍ୟ): କ୍ରୀଡା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସୁଇମିଂ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ୪୮ତମ ଜାତୀୟ ଜୁନିୟର ଆକ୍ୱାଟିକ୍‌ ଚାମ୍ପିଅନ୍‌ସିପ୍‌ ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପ୍ଲେକ୍ସରେ ଉଦ୍‌ଯାପିତ…

ପଶ୍ଚିମରେ ଅସହ୍ୟ ତାତି, ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ

ବଲାଙ୍ଗିର : ଏପ୍ରିଲ ୦୬: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି । ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିଥିଲା ବେଳେ ଗତକାଲି ଓ ଆଜି ୪୦ ଡିଗ୍ରୀ ଉପରକୁ ପାରେଦ ରହିଛି । ବଲାଙ୍ଗିରରେ…

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା

ଭୁବନେଶ୍ୱର: ଅପ୍ରେଲ ୦୬: ଏପ୍ରିଲ ୯ ତାରିଖ ଅପରାହ୍ନ ୩.୩୦ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ । ପ୍ରତ୍ୟେକ…

ରାଜଧାନୀରେ ୭ ଲକ୍ଷ ଜାଲ୍‌ ନୋଟ୍‌ ଠାବ: ଦୁଇ ଗିରଫ

ଭୁବନେଶ୍ୱର: ମାର୍ଚ୍ଚ ୦୨: ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ। ଖାରବେଳ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଏହାକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସତ୍ୟନାରାୟଣ ଓ ଭୁନା ନାମକ ଦୁଇ ବ୍ୟକ୍ତି…

ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ: ପିଲାଙ୍କ ମନୋରଞ୍ଜନ ପାଇଁ ହେବ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଫେବୃଆରୀ ୨୪: ଆସନ୍ତା ୨୮ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏହା ପୂର୍ବରୁ ୨୬ରେ ହେବ ପ୍ୟାରେଣ୍ଟସ ମିଟିଂ । ସେହିପରି ୨୫ରୁ ୨୮ ତାରିଖ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ସ୍କୁଲ ପରିଚାଳନା…

ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଫେବୃଆରୀ ୧୭: ହକି, ଫୁଟବଲ ଏବଂ ଆଥଲେଟିକ୍ସ ପରେ ଦେଶର ବଡ଼ ବଡ଼ ସୁଇମର ଏବଂ ପୋଲୋ ପ୍ଲେୟାର ଏବେ ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଡେରା ପକାଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ…