ଭୁବନେଶ୍ୱର ରେ ୩୩୨ ନୂଆ କରୋନା ପଜିଟିଭ କେଶ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୯୩୧କୁ ବୃଦ୍ଧି
ଭୁବନେଶ୍ୱର: ଅଗଷ୍ଟ ୨୫: ଭୁବନେଶ୍ୱର ରେ ୨୪ ଘଂଟାରେ ୩୩୨ ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁସାରେ, ସେଥିରୁ ୧୭୩ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୫୯ ଟି ଲୋକାଲ କଂଟାକଟ କେଶ I…