ରାଜ୍ୟରେ ହ୍ରାସ ପାଉଛି କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୯ ସଂକ୍ରମିତ
ଭୁବନେଶ୍ୱର: ଅଗଷ୍ଟ ୨୬ : ଆଜି ରାଜ୍ୟରେ ୭୧,୨୩୧ ସ୍ୱାବ ଟେଷ୍ଟ ମଧ୍ୟରୁ ୮୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୩୦ ଜଣ ୧୮ ବର୍ଷ ବୟସରୁ କମ୍ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ…