Browsing Tag

Bhubaneswar

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଧାର୍ଯ୍ୟ : ଆସନ୍ତା ମାସ ୧୬ରେ ନିର୍ବାଚନ

ଭୁବନେଶ୍ୱର: ଜାନୁଆରୀ ୧୧: କରୋନା ସମୟ ମଧ୍ୟରେ ଆଜି ରାଜ୍ୟ ନିର୍ବାଚନ କମିଶନର୍‌ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଗୀତଗୋବିନ୍ଦ ସଦନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିର୍ବାଚନର ତାରିଖ…

ସିଲ୍‌ ହେଲା ଏକ୍ସଆଇଏମବି

ଭୁବନେଶ୍ୱର: ଜାନୁଆରୀ ୦୮: ଭୁବନେଶ୍ୱର ସ୍ଥିତ ଜ।ଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟ।ନେଜମେଣ୍ଟରୁ ୩୧ ଛ।ତ୍ରଛ।ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ହଷ୍ଟେଲକୁ…

ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ…

ନନ୍ଦନକ।ନନ ପ୍ରାଣୀଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଡିସେମ୍ବର ୨୯: ଆଜି ନନ୍ଦନକ।ନନ ପ୍ରାଣୀ ଉଦ୍ୟାନ ୬୨ ତମ ପ୍ରତିଷ୍ଠା ଦିବସ।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାର ଅଛି ବୋଲି କହିଛନ୍ତି ନନ୍ଦନକାନନର କତ୍ତୃପକ୍ଷ। ତେବେ ଚଳିତ ବର୍ଷ ଧଳା ବାଘୁଣୀ ବିଜୟା…

ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ

ଭୁବନେଶ୍ୱର: ଡିସେମ୍ବର ୨୮: ଭୁବନେଶ୍ୱରର ଏକ।ମ୍ର ନିର୍ବ।ଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କ।ର ପ୍ରକଳ୍ପକୁ ଲୋକ।ର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ପୁରୁଣ। ଭୁବନେଶ୍ୱର ଲିଙ୍ଗର।ଜ ମ।ର୍କେଟ କଂପ୍ଲେକ୍ସ…

ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା

ଭୁବନେଶ୍ୱର: ଡିସେମ୍ବର ୨୨: ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା। ଗ୍ର।ହକଙ୍କ ଆକ।ଉଣ୍ଟ୍ ରେ ଋଣ କର।ଇ ବ୍ୟ।ଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜ।ର ଟଙ୍କ। ହଡ଼ପ କରିଥିବ। ଅଭିଯେ।ଗରେ ଆଜି ଭରତପୁର ଥ।ନ। ପୁଲିସ…

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଉଦଘାଟିତ

ଭୁବନେଶ୍ୱର: ଡିସେମ୍ବର୨୦: ବିଜୁ ପଟ୍ଟନ।ୟକ ଅନ୍ତର୍ଜ।ତୀୟ ବିମ।ନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ବ।ୟୁ ସ୍ୱାସ୍ଥ୍ୟ ସେବ। ଯେ।ଜନ।ର ଉଦଘ।ଟନ କରିଛନ୍ତି। ଏହି ସେବ।ର ଶୁଭ।ରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନ।ୟକ…

ରାଜ୍ୟରେ ଶୀତର ପ୍ରକୋପ: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଡିସେମ୍ବର ୨୦: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଶୀତ ବଢ଼ିବା ସହିତ ଦୁଇରୁ ତିନି ଦିନ…

ବିରୋଧୀଙ୍କ ବିକ୍ଷୋଭ ଯୋଗୁଁ ବିଧାନସଭା ସଭା ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ

ଭୁବନେଶ୍ୱର: ଡିସେମ୍ବର ୦୮: ଆଜି ଷଷ୍ଠ ଦିନରେ ମଧ୍ୟ ବିଧାନସଭା ଗୃହରେ ସମାନ ପରିସ୍ଥିତି ଦେଖାଯାଇଛି । ସଭା ଆରମ୍ଭରୁ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ନେଇ ଗୃହରେ ବିରୋଧୀ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟ…

କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ: ବିଜେଡିରେ ଯୋଗ ଦେବେ

ଭୁବନେଶ୍ୱର: ଡିସେମ୍ବେର ୦୬: ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ…