ଓଡ଼ିଶା କରୋନା ପଜେଟିଭ ଚିହ୍ନଟ: ସଟଡାଉନ ଘୋଷଣା ହେଲା ବିଧାନସଭା Jul 11, 2020 ଭୁବନେଶ୍ୱର : ଜୁଲାଇ ୧୧: ବିଧାନସଭାରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜେଟିଭ ଚିହ୍ନଟ ହେବା ପରେ ବିଧାନସଭାକୁ ଶୁକ୍ରବାର ସଟ୍ଡାଉନ୍ ଘୋଷଣା କରାଯାଇଛି । ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ…