ରାଜନୀତି ବ୍ରଜରାଜନଗରରେ ଉଡିଲା ବିଜେଡି ବାନା Jun 3, 2022 ଝାରସୁଗୁଡ଼ା: ଜୁନ ୩: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ ୬୬,୨୨୫ ଭୋଟରେ…