ଗୋବିନ୍ଦକୁ ଫାଶି ଦିଆଯାଉ: ମମିତାଙ୍କ ବାପା, ଶିଶୁ ଭବନ ଛକରେ ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି
ଭୁବନେଶ୍ୱର: ଅକ୍ଟୋବର ୨୩: ଗୋଟିଏ ବୋଲି ରୋଜଗାରିଆ ଝିଅ ମମିତା ମେହରଙ୍କ ମୃତୁ୍ୟ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବାପା । ପରିବାର ଅର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି ବୋଲି କହିଛନ୍ତି ତାଙ୍କ ବାପା । ହତ୍ୟାକାରୀ ଗୋବିନ୍ଦକୁ…