ମନୋରଞ୍ଜନ ଭବିଷ୍ୟତକୁ ଦେଖାଇବ ଗଣପତ Aug 12, 2022 ଆକ୍ସନ ହିରୋ ଟାଇଗର ଶ୍ରଫ୍ ଏବେ ଇଂଲଣ୍ଡରେ ଅଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ ଗଣପତର ସୁଟିଂରେ ବ୍ୟସ୍ତ ଅଛନ୍ତି । ୭୦ ଦିନ ଧରି ସୁଟିଂ ହେବାକୁ ଥିବା ତାଙ୍କ କ୍ୟାରିଅରର ଏହା ସବୁଠାରୁ ଲମ୍ବା ଫିଲ୍ମ ହୋଇଛି । ଏହା ପୂର୍ବରୁ…
ମନୋରଞ୍ଜନ ଡିଜିଟାଲ ଏଣ୍ଟ୍ରି କରିବେ ବରୁଣ Mar 31, 2022 ମୁମ୍ବାଇ: ସିନେ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଓଟିଟିର ରାଜୁତି ଚାଲିଛି ଏବଂ କେହି ନା କେହି ଷ୍ଟାର ଲଗାତାର ନୂଆ ନୂଆ େୱବସିରିଜ୍ର ଘୋଷଣା ଜାରି ରଖିଛନ୍ତି । ଫିଲ୍ମରେ ନିଜ ପାରିଦର୍ଶିତା ଦେଖାଇବା ପରେ ଅଭିନେତା ବରୁଣ ଧୱନ…
ମନୋରଞ୍ଜନ ପୁଣି ସଫଳତା ହାସଲ ପାଇଁ କରୁଛନ୍ତି ସଂଘର୍ଷ Mar 14, 2022 ପ୍ରାୟ ୪ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ ପରିଶେଷରେ ନିଜ ରୁପେଲି ପରଦାର ପ୍ରତ୍ୟାବର୍ତ୍ତନ ତାରିଖକୁ ଘୋଷଣା କରିଛନ୍ତି । ସେ ଆଗାମୀ ବର୍ଷ ସାଧାରଣତନ୍ତ୍ର ଦିବସରେ ନିର୍ଦ୍ଦେଶକ ସିଦ୍ଧାର୍ଥ…
ମନୋରଞ୍ଜନ ‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା Feb 11, 2022 ମୁମ୍ବାଇ: ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ବଧାଇ ଦୋ’ ମୁକ୍ତିଲାଭ କରିଛି । ଫିଲ୍ମରେ ସମଲିଙ୍ଗୀ କାହାଣୀକୁ ଦର୍ଶାଯାଇଛି , ଯିଏ ସମାଜ ଓ ପରିବାରଠାରୁ ନିଜର ଅସଲ ପରିଚୟ ଲୁଚାଇବା ପାଇଁ ପରସ୍ପର ମଧ୍ୟରେ…
ମନୋରଞ୍ଜନ ମାୟାନଗରୀରେ ସ୍ୱପ୍ନ ପୂରଣ କଲେ ଆହନା Feb 3, 2022 ‘ଲିପଷ୍ଟିକ୍ ଅଣ୍ଡର୍ ମାଇଁ ବୁର୍ଖା’ ଅଭିନେତ୍ରୀ ଆହନା କୁମରା ନିଜ କ୍ୟାରିଅରରେ ବହୁତ ସଂଘର୍ଷ କରିଛନ୍ତି । ଟେଲିଭିଜନ ଶୋରୁ ଆରମ୍ଭ କରି ଶର୍ଟ ଫିଚର ଫିଲ୍ମ, େୱବ୍ସିରିଜ୍ରେ କାମ କରିବା ପରେ ଶେଷରେ ବଲିଉଡ୍ ଫିଲ୍ମରେ…
ମନୋରଞ୍ଜନ ଫି’ ବଢ଼ାଉଛନ୍ତି ଜନ୍ Jan 28, 2022 ମୁମ୍ବାଇ: ଜନ୍ ଆବ୍ରାହମ୍ ବଲିଉଡ୍ର ଜଣାଶୁଣା ଏବଂ ପ୍ରତିଭାଶାଳୀ ଅଭିନେତା । ସେ ଗୋଟେ ପରେ ଗୋଟେ ଦମଦାର ଆକ୍ସନ ଫିଲ୍ମ କରିବାରେ ଲାଗିଛନ୍ତି ଏବଂ ଦର୍ଶକମାନେ ମଧ୍ୟ ତାଙ୍କର ଆକ୍ସନ ଅବତାରକୁ ବେଶ୍ ପସନ୍ଦ କରୁଛନ୍ତି । ଗତ…
ମନୋରଞ୍ଜନ ‘ମୈଦାନ’ ଫିଲ୍ମର ସୁଟିଂ ଶେଷ: ଅଜୟଙ୍କ ନାୟିକା ହେଉଛନ୍ତି ପ୍ରିୟାମଣୀ Jan 20, 2022 ବୋନି କପୁରଙ୍କ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ମୈଦାନ’ର ସୁଟିଂ ସମ୍ପୂର୍ଣ୍ଣ ହୋଇଛି । ଏଥିରେ ଅଜୟ ଦେବଗନଙ୍କ ଅପୋଜିଟ୍ରେ ନଜର ଆସିବେ ସାଉଥ୍ ହିରୋଇନ ପ୍ରିୟାମଣୀ ରାଜ୍ । ‘ଦ ଫ୍ୟାମିଲି ମ୍ୟାନ୍’ରେ ନିଜ ଚରିତ୍ରକୁ ନେଇ…
ମନୋରଞ୍ଜନ ପ୍ରଯୋଜକ ଭାବେ ବଲିଉଡ୍ରେ ପାଦ ଦେଲେ କ୍ରିତି Jan 13, 2022 ମୁମ୍ବାଇ: ଛୋଟ ପରଦା ହେଉ କିମ୍ବା ବଡ ସବୁଠାରେ କ୍ରିତି କୁଲହାରୀ ଏକ ପରିଚିତ ନାଁ । ନିଜର ଦମଦାର ଅଭିନୟ ଓ ବୋଲï ଅନ୍ଦାଜ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇପାରିଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ…
ମନୋରଞ୍ଜନ ୧୪ ବର୍ଷ ପରେ ରିଲିଜ୍ ହେଲା ଇର୍ଫାନଙ୍କ ଫିଲ୍ମ Jan 1, 2022 ମୁମ୍ବାଇ: କରୋନା କଟକଣା ଯୋଗୁଁ ବଲିଉଡ୍ର ନାମୀଦାମୀ ସେଲିବ୍ରେଟି ଓଟିଟି ପ୍ଲାଟଫର୍ମରେ ଡେବୁ୍ୟ କରୁଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି । ଏପରିକି ସେହି ଲୋକଙ୍କୁ ମଧ୍ୟ ଡିଜିଟାଲ ପରିଚୟ ମିଳିଛି, ଯେଉଁମାନଙ୍କୁ ଆଗରୁ…
ମନୋରଞ୍ଜନ ‘ମଧୁବନ’ ଗୀତକୁ ନେଇ ବଢ଼ିଲା ଅଡ଼ୁଆ Dec 28, 2021 ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ସନି ଲିଓନି ଆଜିକାଲି ‘ମଧୁବନ’ ଗୀତକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଗତ କିଛି ଦିନ ଧରି ସନିଙ୍କ ଏହି ଗୀତ ଧୀରେଧୀରେ ବିବାଦ ଘେରରେ ଫସିବାରେ ଲାଗିଛି । ରିଲିଜ୍ ହେବା…