ମନୋରଞ୍ଜନ ସଲମାନଙ୍କ ଫିଲ୍ମରେ ସାଉଥ୍ କାଷ୍ଟ୍ May 25, 2022 ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ଘୋଷଣା ହେବା ପରଠୁ ହିଁ ବି-ଟାଉନ ଗଳିରେ ଚର୍ଚ୍ଚା ହେଉଛି । ପ୍ରତିଦିନ ଷ୍ଟାର କାଷ୍ଟ କିମ୍ବା ଅନ୍ୟ ଅପଡେଟ୍କୁ ନେଇ ନୂଆ ନୂଆ ଖବର ଆସିବାରେ ଲାଗିଛି । ନିକଟରେ ଖବର…
ମନୋରଞ୍ଜନ ମହିଳା ବାଇକର୍ସଙ୍କୁ ନେଇ ତାପସୀଙ୍କ ଫିଲ୍ମ May 16, 2022 ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ରୁପେଲି ପରଦାରେ ସର୍ବଦା କିଛି ଭିନ୍ନ କରିବାର ପ୍ରୟାସ ରଖିବାର ଆକାଂକ୍ଷା ରଖିଥାନ୍ତି । ଏହି ପରିପ୍ରେକ୍ଷୀରେ ସେ ମହିଳା ପୃଷ୍ଠଭୂମି ଉପରେ ଆଧାରିତ ଅନେକ ଫିଲ୍ମରେ ଏକକ ନାୟିକା…
ମନୋରଞ୍ଜନ ‘ସେଲ୍ଫି’ସ୍କ୍ୱାର୍ଡରେ ଦୁଇ ହସୀନା Mar 22, 2022 ମୁମ୍ବାଇ: ବର୍ଷ ପ୍ରାରମ୍ଭରେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମରାନ ହାସମୀ ଫିଲ୍ମ ‘ସେଲ୍ଫି’ର ଘୋଷଣା କରିଥିଲେ । ଏହାପରେ ପ୍ରଶଂସକଙ୍କ ମଧ୍ୟରେ ସିନେମାକୁ ନେଇ ଉତ୍ସାହ ଦେଖାଦେଇଛି । କାରଣ ଏହା ପ୍ରଥମ ଅବସର ହେବ,…
ମନୋରଞ୍ଜନ ପୁଣି ବିଗ୍ ସ୍କ୍ରିନରେ ଶିଳ୍ପା Mar 2, 2022 ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଖୁବଶୀଘ୍ର ପୁଣି ଥରେ ବିଗ୍ ସ୍କ୍ରିନ୍ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ନାମ ରହିଛି ‘ସୁଖୀ’, ଯାହା ମନୋରଞ୍ଜନ, ଲାଇଟ୍ ହାର୍ଟେଡ୍ ଏବଂ ସ୍ଲାଇସ୍ ଅଫ ଲାଇଫ୍କୁ…
ମନୋରଞ୍ଜନ ମର୍ଡର ମିଷ୍ଟ୍ରୀରେ ୱାମିକା Feb 28, 2022 ପ୍ରଥମ େୱବସିରିଜ୍ ‘ଗ୍ରହଣ’ରେ ଦମଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ପଞ୍ଜାବୀ ଅଭିନେତ୍ରୀ ୱାମିକା ଗ³ୀ, ଖୁବଶୀଘ୍ର ଏକ ବଡ଼ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ୱାମିକା ଏପର୍ଯ୍ୟନ୍ତ ବିଶାଲ ଭରଦ୍ୱାଜଙ୍କ…
ମନୋରଞ୍ଜନ ୨୫ ବର୍ଷ ପରେ ପ୍ରତ୍ୟାବର୍ତ୍ତନ Dec 11, 2021 ପୁଣି ଥରେ ହିନ୍ଦୀ ସିନେମାର ରୁପେଲି ପରଦାରେ ନିଜ ଅଭିନୟର ଯାଦୁ ଦେଖାଇବା ପାଇଁ ଆସୁଛନ୍ତି ସାଉଥ୍ ସୁପରଷ୍ଟାର ଦଗୁବତ୍ତି ଭେଙ୍କଟେଶ୍ । ସେ ଦୀର୍ଘ ୨୫ ବର୍ଷ ପରେ ବଲିଉଡ୍କୁ ଫେରୁଛନ୍ତି । ଭେଙ୍କଟେଶ୍ ଅଭିନେତା ସଲମାନ…