କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ଝଟକା : ଅବୈଧ ନିର୍ମାଣ ଉପରେ ବୁଲିବ ବୁଲଡୋଜ଼ର
ମୁମ୍ବାଇ:କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ମୁମ୍ବାଇ ହାଇକୋର୍ଟଙ୍କ ଝଟକା I ନାରାୟଣ ରା଼ଣେଙ୍କର ଜୁହୁସ୍ଥିତ ବଙ୍ଗଳାରେ ନିର୍ମାଣ ହୋଇଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇବାକୁ ମୁମ୍ବାଇ ହାଇକୋର୍ଟ ନିର୍ଦେଶ…