ବିଶ୍ବ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ Jul 8, 2022 ଦିଲ୍ଲୀ: ବୋରିସ୍ ଜନ୍ସନ ଇସ୍ତଫା ଦେବା ପରେ, ନୂଆ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଚୟନ କରାଯିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଜନ୍ସନ କଞ୍ଚରଭେଟିଭ୍ ପାର୍ଟିରୁ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ମଧ୍ୟ…