Browsing Tag

boudh news

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୮୨ କେଜି ଗଞ୍ଜେଇ ସହ କାର ଜବତ , ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ-କିଆକଟା ବ୍ରିଜ ଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇଛି । ଚଢ଼ାଉ ସମୟରେ ସେହି କାରରୁ ୮୨ କିଲୋ ଗଞ୍ଜେଇ ବାହାରିଥିଲା । ଏହାପରେ କାରକୁ ଜବତ କରିଥିବା ବେଳେ ଚୋରା ଗଞ୍ଜେଇ…

ଭଙ୍ଗା ହାଡ଼କୁ ଯୋଡି ଦେଉଛି ଦେଶୀ କୁକୁଡ଼ା ଅଣ୍ଡା ଓ ଗୁଆ ଘିଅ

ବୌଦ୍ଧ: ଯୁଗ ବଦଳିବା ସାଙ୍ଗକୁ ବଦଳୁଛି ଚିକିତ୍ସା ପଦ୍ଧତି । ବିଜ୍ଞାନ ସହିତ ତାଳ ଦେଇ ଉନ୍ନତମାନର ଜ୍ଞାନ କୌଶଳକୁ ବ୍ୟବହାର କରି ବହୁ ଦୁରାରୋଗ୍ୟର କରାଯାଉଛି ଚିକିତ୍ସା । ତେବେ ଏହାରି ଭିତରେ ଆଜି ବି ଗ୍ରାମାଞ୍ଚଳରେ…

ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ

ବୌଦ୍ଧ : ଭେଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହର ରାଜନପାଲିର ପାର୍ଥ ସାରଥି ମହାନ୍ତିଙ୍କ ଘରେ ଶଳା ସୌରଭ ପଟ୍ଟନାୟକ ରହିଆସୁଥିଲୋ ଦେହ ଖରାପ…

ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ପ୍ରତାରଣା ମାମଲା: ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ:­ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ୍‌ ଆନନ୍ଦ ନାରାୟଣ ମହାରଣା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା…

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ତିନି ଚକିଆ ସାଇକେଲ ତିଆରି କଲେ ଅବସରପ୍ରାପ୍ତ ଶିକ୍ଷକ

ବୌଦ୍ଧ: ବୌଦ୍ଧ ସହର ରାଜନପାଲି ସାହିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓଁକାର ପ୍ରଧାନ ଏକ ଟ୍ରାଇ ସାଇକେଲ ତିଆରିକରି ଚର୍ଚ୍ଚାରେ । ସାଇକେଲଟିରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା । ସବୁବେଳେ କିଛି ନୂଆ…

ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୬୫ଟି କେନ୍ଦୁ ଗଣ୍ଡି ଜବତ୍‌

କଣ୍ଟାମାଳ : ବୌଦ୍ଧ ବନ ବିଭାଗକୁ କିଛି ଚୋରା କେନ୍ଦୁ କାଠ ଚାଲଣ କରୁଥିବା ମାଫିଆଙ୍କ ବିଷୟରେ ସୂଚନା ପାଇଛନ୍ତି । କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବୌଦ୍ଧରେ ଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରେଞ୍ଜର କ୍ଷୀରାବ୍ଧୀ…

ବୌଦ୍ଧ ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବୌଦ୍ଧ: ସେପ୍‌ଟେମ୍ବର ୩: ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାରେ ୬୭% କମ୍‌ ବର୍ଷା ହୋଇଥିବାରୁ ମରୁଡି ଆସନ୍ନ ହୋଇଛି । ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡିଗ୍ରସ୍ତ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ।…