ଜିଲ୍ଲା ପୁରୁଣାପାଣି- ଖଇରମାଳ ରାସ୍ତା ନିର୍ମାଣ ଦାବି କଲେ ଗ୍ରାମବାସୀ Jun 4, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା -ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକ ଏହାକୁ ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ…
ଅପରାଧ ନାବାଳକର ହାତ ଆଙ୍ଗୁଠି କଟା ମାମଲାରେ ଅଭିଯୁକ୍ତକୁ ୬ ବର୍ଷ କାରାଦଣ୍ଡାଦେଶ May 2, 2022 ବୌଦ୍ଧ: ବୌଦ୍ଧ ଜିଲ୍ଲା ସିଜେଏମ୍ ହୃଷିକେଶ ଆଚାର୍ଯ୍ୟ ଜଣେ ନାବାଳକର ହାତ ଆଙ୍ଗୁଠି କଟା ମାମଲାର ବିଚାର କରି ଅଭିଯୁକ୍ତକୁ ୬ବର୍ଷ କାରାଦଣ୍ଡା ଦେଶ ରାୟ ଶୁଣାଇଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତର ମାଆ, ଭଉଣୀ ଓ ବଡ଼ମାଆକୁ…
ଜିଲ୍ଲା ବୌଦ୍ଧରେ ବଢ଼ୁଛି ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟହାର: ତିନି ମାସରେ ୨୧ ଜଣଙ୍କ ମୃତୁ୍ୟ Apr 22, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।…
ଜିଲ୍ଲା କ୍ଷତି ସହୁଛନ୍ତି ତରଭୁଜ ଚାଷୀ: ଗୋଟାରେ କିଣୁଛନ୍ତି କେଜିରେ ବିକୁଛନ୍ତି ବେପାରୀ Apr 16, 2022 ବୌଦ୍ଧ : ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଚାଷୀ ଧାନଚାଷ ସହିତ ବିଭିନ୍ନ ଫଳ ପନିପରିବା, ଡାଲିଜାତୀୟ ଚାଷ କରିଥାନ୍ତି । ସେଥିମଧ୍ୟରୁ ତରଭୁଜ ଚାଷ ଅନ୍ୟତମ । ଜିଲ୍ଲାରେ ଚଳିତ ବର୍ଷ ଚାରିଶହ ଏକରରୁ…
ଜିଲ୍ଲା ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ: ନଷ୍ଟ କଲେ ଧାନ ଓ କଦଳୀ ଫସଲ Apr 15, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଉପଦ୍ରବ ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି । ଗଲାକାଲି ରାତିରେ ବିରନରସିଂହପୁର ଗ୍ରାମର ୫୭…
ଜିଲ୍ଲା କଣ୍ଟାମାଳରେ ଉତ୍କଟ ପାନୀୟ ଜଳ ସମସ୍ୟା : ୪ଘଣ୍ଟା ମାଠିଆ ଧରି ମହିଳା କଲେ ରାସ୍ତା ରୋକ Apr 8, 2022 କଣ୍ଟାମାଳ : କଣ୍ଟାମାଳରେ ଦେଖାଯାଇଛି ଉତ୍କଟ ଜଳ ସମସ୍ୟା । ପ୍ରଚଣ୍ଡ ଅଗ୍ନିବର୍ଷି ରୌଦ୍ରତାପରେ ଗ୍ରାମାଞ୍ଚଳର ବିଭିନ୍ନ ଜଳ ଉତ୍ସଗୁଡିକ ଶୁଷ୍କ ହୋଇଯାଉଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସଦର କଣ୍ଟାମାଳ ଗ୍ରାମରେ ଉତ୍କଟ…
ଜିଲ୍ଲା ଜଳୁଛି ବୌଦ୍ଧର ଜଙ୍ଗଲ, ଉଜୁଡୁଛି ବନ୍ୟ ସମ୍ପଦ Apr 7, 2022 ବୌଦ୍ଧ : ବୌଦ୍ଧଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର ରହିଛି । ବନ ପାହଡ଼ ହେରା ଜିଲ୍ଲାରେ ପ୍ରଚୁର ପରିମାଣରେ ଜଙ୍ଗଲ ସଂପଦ ଭରି ରହିଛି । ଏହି ଜଙ୍ଗଲ ସଂପଦକୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଯେତେ ମାତ୍ରରେ ଉଦ୍ୟମ…
ଜିଲ୍ଲା କୁଣ୍ଡା ବୋଝେଇ ଟ୍ରକ ଚାଲାଣ ବେଳେ ୧୫୦ କିଲୋ ଗଞ୍ଜେଇ ଜବତ Apr 6, 2022 ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ମିଳିଛି ଏକ ବଡ ସଫଳତା । ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦାଫାସ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ସୂଚନା…
ଜିଲ୍ଲା ପୋଲିସ ପକ୍ଷରୁ ଚଢାଉ, ୯୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ Apr 1, 2022 ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ବୌଦ୍ଧ ପୋଲିସ ଚଢ଼ାଉ କରି ୯୦ କିଲୋ ଗଞ୍ଜେଇ ଜବତ କରିବା ସହିତ ୩ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଫେରାର…
ଜିଲ୍ଲା ଜେଲରେ ଥାଇ ନିର୍ବାଚନ ଜିତିଲେ ୱାର୍ଡ ସଭ୍ୟ Mar 9, 2022 କଣ୍ଟାମାଳ : ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀମାନଙ୍କ ରଣନୀତିକୁ ମାତଦେଇ ଭୋଟର୍ଙ୍କୁ ନିଜର କରିବା ପାଇଁ ପ୍ରାର୍ଥୀମାନେ ଦିନରାତି କଠିନ ପରିଶ୍ରମ କରି ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥାନ୍ତି । ଏହି ସମୟରେ…