ରାଉରକେଲାର ଲାଇଫଲାଇନ୍ ବ୍ରାହ୍ମଣୀ ବ୍ରିଜ୍ ସହରବାସୀଙ୍କ ପାଳଟିଛି ଦୁଃଖ
ରାଉରକେଲା : ଯମ ଯନ୍ତ୍ରଣା ପାଉଛି ଷ୍ଟିଲ୍ ସିଟିର ବ୍ରାହ୍ମଣୀ ବ୍ରିଜ୍ । ତିନି ଲେନର ଗାଡ଼ି ଯାଉଛି ଭଙ୍ଗା ଦଦରା ବ୍ରାହ୍ମଣୀ ବ୍ରିଜ୍ ଉପରେ । ବ୍ରିଜର ଅବସ୍ଥା ଦେଖିଲେ କେତେ ବେଳେ କିଏ ଗଳିବ ତାହା କହିହେବ ନାହିଁ । ଏହାରି…