୧୭ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ
ଭୁବନେଶ୍ୱର : କଳିଙ୍ଗରେ ଫୁଟବଲର ମନୋରମ ମହୋଲ ମଧ୍ୟରେ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ପୁଲ-ଏର ମରୋେMା ଓ ବ୍ରାଜିଲ ପରସ୍ପରକୁ ଭେଟିଥିଲେ । ବିଶ୍ୱ ଫୁଟବଲରେ ସର୍ବଦା ଦବଦବା…