ବିଶ୍ବ ଆଫଗାନିସ୍ଥାନକୁ ଘାରିଲାଣି ଅନାହାର ଚିନ୍ତା Sep 18, 2021 କାବୁଲ: ସେପ୍ଟେମ୍ବ ୧୮: ଆଫଗାନିସ୍ଥାନରେ ତାଲିବାନର କବଜା ପରେ ସେଠାରେ ଥିବା ଦୋକାନ ବଜାର, କାରଖାନା ଆଦି ବ୍ୟବସାୟ ଠପ୍ ହୋଇଯାଇଛି । ବଦଳି ଯାଇଛି ସେଠାକାର ଦୃଶ୍ୟ । ପରିସ୍ଥିତି ସଙ୍ଗୀନ ହୋଇ ଉଠିଛି । ଲୋକମାନେ ଦୁଇ…
ବାଣିଜ୍ୟ ମୁଦ୍ରା ବଜାରରେ ଖସୁଛି ପାକ୍ ମୁଦ୍ରାର ମୂଲ୍ୟ Sep 16, 2021 ଦିଲ୍ଲୀ: ସେପ୍ଟେମ୍ବର ୧୬ : ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ଉପରେ ବିପଦ ପଡ଼ିଛି । ବିଶ୍ୱ ମୁଦ୍ରା ବଜାରରେ ପାକ୍ ମୁଦ୍ରାର ମୂଲ୍ୟ ଲଗାତର ଭାବେ ହ ୍ରାସ ପାଇବାରେ ଲାଗିଛି । ଡଲାର ତୁଳାନରେ…
ଜିଲ୍ଲା କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସରକାରଙ୍କ ଧୂଆଁବାଣ Sep 9, 2021 ବଲାଙ୍ଗିର,ସେପ୍ଟେମ୍ବର ୯ : କେବିକେ ଅଞ୍ଚଳରେ ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଗତ ୨୦୧୪ରେ ରାଜ୍ୟସରକାର ଘୋଷଣା କରଥିଲେ । ସେହି ଦିନରୁ କେବିକେ ଅଞ୍ଚର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ…
ବିଶ୍ବ ଆଫଗାନିସ୍ଥାନରେ ପାକ୍ ବିରୋଧୀ ରାଲି : ଗୁଳିଚାଳନା କଲା ତାଲିବାନ Sep 7, 2021 କାବୁଲ: ସେପ୍ଟେମ୍ବର ୭: ତାଲିବାନ ପୁଣି ଥରେ ଆଫଗାନିସ୍ଥାନ ନାଗରିକଙ୍କ ଉପରେ କùରତା ପ୍ରଦର୍ଶନ କରିଛି । ପଞ୍ଜଶିରରେ ପାକିସ୍ତାନ ଡ୍ରୋନ୍ ଓ ବୋମା ମାଡ଼ କରିଥିବା ଘଟଣାକୁ ନେଇ ବିରେଧ କରୁଥିବା ଆଫଗାନ ନାଗରିକଙ୍କ ଉପରେ…
ବିଶ୍ବ ଆଫଗାନିସ୍ଥାନରେ ଆରମ୍ଭ ହେଲା ଶିକ୍ଷା ବ୍ୟବସ୍ଥା :ସାମ୍ନାକୁ ଆସିଲା ଏମିତି ଦୃଶ୍ୟ Sep 6, 2021 କାବୁଲ: ସେପ୍ଟେମ୍ବର ୬: ତାଲିବାନର ଆଫଗାନିସ୍ଥାନ କବଜା ପରେ ଏବେ ତାଲିବାନ ଶିକ୍ଷାମନ୍ତ୍ରାଳାୟ ପକ୍ଷରୁ ଏକ ସୂଚନା ଜାରି କରାଯାଛି । ସୂଚନା ଅନୁସାରେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀଙ୍କ ପାଇଁ ଅଲଗା ଶିକ୍ଷାଗୃହ…
ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୪୨, ୬୧୮ ସଂକ୍ରମିତ ଓ ୩୬,୩୮୫ ସୁସ୍ଥ Sep 4, 2021 ଦିଲ୍ଲୀ: ସେପ୍ଟେମ୍ବର ୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨, ୬୧୮ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫ ହଜାର ୬୮୧ ରହିଛି ।…
ବିଶ୍ବ ଆମେରିକାର ଉତ୍ତର-ପୂର୍ବରେ ‘ଇଡା’ର ପ୍ରଳୟ, ୪୫ ମୃତ Sep 3, 2021 ଆମେରିକା: ସେପ୍ଟେମ୍ବର ୩ : ଉତ୍ତର-ପୂର୍ବ ଆମେରିକାରେ ‘ଇଡା’ ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରିରେ ବାତ୍ୟା ଇଡାରେ ଆମେରିକାରେ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ…
Feature ୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା Sep 3, 2021 ଦିଲ୍ଲୀ: ସେପ୍ଟେମ୍ବର ୩ : ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । କେବଳ ୭୯ ହଜାର ଟଙ୍କାରେ ଆପଣ ମହାକାଶ ଯାତ୍ରା କରିପାରିବେ । ଏହି ସୁବିଧା କାନାଡାର…
ଦେଶ- ବିଦେଶ ଦିଲ୍ଲୀ ବିଧାନସଭାରୁ ଏକ ସୁଡ଼ଙ୍ଗ ଠାବ Sep 3, 2021 ଦିଲ୍ଲୀ: ସେପ୍ଟେମ୍ବ ୩: ଆଜି ଦିଲ୍ଲୀ ସ୍ଥିତ ବିଧାନସଭା ନିକଟରୁ ଏକ ସୁଡ଼ଙ୍ଗର ମୁହଁ ଠାବ କରାଯାଇଛି । ଏହି ସୁଡ଼ଙ୍ଗ ଲାଲ୍ କିଲ୍ଲା ପର୍ଯ୍ୟନ୍ତ ବିସ୍ୃìତ ବୋଲି ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଗଣମାଧ୍ୟମରେ ପ୍ରକାଶ…