Browsing Tag

breaking news in odisha

ଆସନ୍ତା ୯ରେ ଲଘୁଚାପ

ଭୁବନେଶ୍ୱର: ନଭେମ୍ବର ୦୫: ଆସନ୍ତା ୯ ତାରିଖ ସୁଦ୍ଧା ଏକ ଲଘୁଚାପର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍‌…

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: ନଭେମ୍ବର ୦୩ : ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । କୌଣସି ବାଧା ଉପୁଜି ନାହିଁ । ସେହିପରି ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଶୀ ଖୋଲିବାକୁ ଯାଉଛି । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର…

ନଭେମ୍ବର ୧ରେ ବିଜେଡି କରିବ ରାଜ୍ୟବ୍ୟାପି ପ୍ରତିବାଦ

ଭୁବନେଶ୍ୱର: ଅକ୍‌ଟୋବର ୩୦: କରୋନା କାଳରେ ରାଜ୍ୟର ଲୋକଙ୍କ ପାଖରେ କାମ ନାହିଁ । ଏହିପରି ପରିସ୍ଥିତିରେ ପୁଣି ମହଙ୍ଗା ମାଡ଼ । ତେଲଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁର ଦରଦାମ ବୃଦ୍ଧି ପାଉଛି । ଏହି ସବୁ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ପୁରୀ ଓ ଜଗତସିଂହପୁରଠାରେ ବିଜେପିର ରାଲି

ପୁରୀ/ ଜଗତସିଂହପୁର: ଅକ୍‌ଟୋବର ୨୭: ଦିନକୁ ଦିନ ମମିତା ହତ୍ୟାକାଣ୍ଡ ମାମଲାରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ବଢ଼ି ବଢ଼ି ଚାଲୁଛି । ଗତକାଲି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସ ନବୀନ ନିବାସ…

ଦେଶରେ କରୋନା ବଢ଼ୁଛି, ଏବେଠୁ ସତର୍କ ରହିବା ଭଲ, ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ:…

ଭୁବନେଶ୍ୱର: ଅକ୍‌ଟୋବର ୨୭ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଏବେଠାରୁ ଦୃଷ୍ଟିରେ ରଖି ରାଜ୍ୟବାସୀ ସତର୍କ ରହିବା ଜରୁରୀ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି । ଏହାସହିତ ସେ ରାଜ୍ୟର…

ନବୀନ ନିବାସ ଘେରାଉ କଲେ ଛାତ୍ର କଂଗ୍ରେସ : ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ଅକ୍‌ଟୋବର ୨୬: ମମିତା ମେହେରଙ୍କୁ ଉଚିତ୍‌ ନ୍ୟାୟ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି । ଏହି ଘେରାଉରେ ଛାତ୍ର କଂଗ୍ରେସର…

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା: ଅଭିଯୁକ୍ତଙ୍କ ସମ୍ପର୍କରେ ରହିଥିଲେ ରହସ୍ୟମୟୀ ମହିଳା

ବାଲେଶ୍ୱର: ସେପ୍‌ଟେମ୍ବର ୨୨ : ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା । ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୫ଅଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ ।…

ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ

ଭୁବନେଶ୍ୱର: ସେପ୍‌ଟେମ୍ବର ୨୧: ଉତ୍ତରପ୍ରଦେଶରୁ ଚାନ୍ଦିପୁର ଆଇଟିଆର୍‌କୁ ଆସୁଛି ପାକିସ୍ତାନ ଟଙ୍କା । ଆଜି ଏମିତି ଏକ ଚାଞ୍ଚଲ୍ୟକର ଖବର ଖୁଲାସା କରିଛି, ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାର ଯାଞ୍ଚ…

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର

ନବରଙ୍ଗପୁର: ସେପ୍‌ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ…

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍‌ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି ।…