ଜିଲ୍ଲା ଫିଫା ବିଶ୍ୱକପ୍: କାମେରନ୍ଙ୍କୁ ଧରାଶାୟୀ କଲା ସ୍ୱିଜରଲାଣ୍ଡ Nov 25, 2022 ଦୋହା : ଫିଫା ବିଶ୍ୱକପର ଗ୍ରୁପ୍ ଜି’ରେ ଧମାକାଦାର ଆରମ୍ଭ କରିଛି ସ୍ୱିଜରଲାଣ୍ଡ । ଶକ୍ତିଶାଳୀ କାମେରନ୍ ପ୍ରଥମ ମ୍ୟାଚରେ ସ୍ୱିଜରଲାଣ୍ଡ ନିକଟରୁ ୧-୦ ଗୋଲ୍ରେ ହାରିଯାଇଛି । ପ୍ରଥମାର୍ଦ୍ଧରେ ଉଭୟ ଦଳ ସମାନ ସ୍ଥିତିରେ ଥିଲେ…