Feature ବିରଳ ସବୁଜ କୁକୁର ଜନ୍ମ Mar 4, 2022 କାନାଡ଼ାରେ ଏକ କୁକୁର ଅତି ବିରଳ ସବୁଜ ରଙ୍ଗର କୁକୁରକୁ ଜନ୍ମ ଦେଇଛି । ଏହି ନବଜାତ କୁକୁରଟି ଦେଖିବାକୁ ଅତି ସୁନ୍ଦର ଲାଗୁଛି । କୁକୁରର ମାଲିକ ଏହାର ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପରେ ଭାଇରାଲ ହେବାରେ ଲାଗିଛି ।…