ମହାରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ଜୋରଦାର ପ୍ରସ୍ତୁତି, ରୟାଲ ପ୍ରୋଟୋକଲରେ ଆସିବେ ଅତିଥି
ଲଣ୍ଡନ : ବିଟ୍ରେନର ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ମହାରାଣୀଙ୍କ ଶେଷ ଯାତ୍ରାରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବଡ଼ କଥା ହେଉଛି ବ୍ରିଟେନ ସମେତ…