ଚାରି ଦିନିଆ ଭାରତ ଗ୍ରସ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା
ନୂଆଦିଲ୍ଲୀ: ଆଜି ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ତେବେ ଭାରତ ଗସ୍ତ ପୂର୍ବରୁ ସେ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ…