ଅପରାଧ ଧରା ପଡିଲା ଆଉ ଏକ ଭଣ୍ଡବାବା: ଆଶ୍ରମରୁ ମିଳିଲା ୧୧ ଶବ May 11, 2022 ବ୍ୟାଙ୍କକ: ମଇ ୧୧: ଧରା ପଡିଲେ ଆଉ ଜଣେ ଭଣ୍ଡ ବାବା । ଥାଇଲାଣ୍ଡ ପୋଲିସ ଗିରଫ କରିଛି ଜଣେ ଭଣ୍ଡ ବାବାଙ୍କୁ । ଏହି ବାବା ଜଣଙ୍କ ରୋଗରୁ ରକ୍ଷା ପାଇବା ପାଇଁ ତାଙ୍କ ଅନୁଗତମାନଙ୍କୁ ନିଜ ମଳ-ମୂତ୍ର ପିଇବାକୁ କହୁଥିଲେ । ଥାୱି…