ଦେଶ- ବିଦେଶ ବିବାହ ପାଇଁ ସର୍ବନିମ୍ନ ବୟସ ହେଲା ୨୧ Dec 16, 2021 ନୂଆଦିଲ୍ଲୀ: ଡିସେମ୍ବର ୧୬: ବ।ହ।ଘର ପ।ଇଁ ଝିଅମ।ନଙ୍କ ସର୍ବନିମ୍ନ ବୟସ ୧୮ ପରିବର୍ତ୍ତେ ହେବ ୨୧। ବୟସ ସୀମ। ବୃଦ୍ଧି କରିବ। ପ୍ରସ୍ତ।ବକୁ ଅନୁମତି ଦେଇଛି କେନ୍ଦ୍ର କ୍ୟ।ବିନେଟ । ବର୍ଷକ ତଳେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦି…
ଦେଶ- ବିଦେଶ ୩ କୃଷି ଆଇନ ପ୍ରତ୍ୟାହାର ନେଇ କ୍ୟାବିନେଟର ମଞ୍ଜୁରୀ Nov 24, 2021 ଦିଲ୍ଲୀ: ନଭେମ୍ବର ୨୪ : କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ଆଜି କ୍ୟାବିନେଟ…
ଦେଶ- ବିଦେଶ ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ Sep 11, 2021 ଗୁଜରାଟ: ସେପ୍ଟେମ୍ବର ୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ…
ଦେଶ- ବିଦେଶ ରବି ଫସଲର ଏମଏସପି ବୃଦ୍ଧି Sep 8, 2021 ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୨-୨୩ ମାର୍କେଟିଂ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଛନ୍ତି । ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ…