ଜୀବନଚର୍ଯ୍ୟା ଘରେ ପ୍ରସ୍ତୁତ କରନ୍ତୁ ପରଫୁ୍ୟମ୍ Feb 23, 2022 ମାର୍କେଟରେ ବିଭିନ୍ନ ପ୍ରକାରର ପରଫୁ୍ୟମ ଉପଲବ୍ଧ । ଏହା ଦାମୀ ମଧ୍ୟ ହୋଇଥାଏ । ହେଲେ ଆପଣ ମଧ୍ୟ ଘରୋଇ ସାମଗ୍ରୀ ବ୍ୟବହାର କରି ନ୍ୟାଚୁରାଲ୍ ପରଫୁ୍ୟମ ପ୍ରସ୍ତୁତ କରିପାରିବେ । ପ୍ରଥମେ ବାଦାମ ତେଲରୁ ୨ ଚାମଚ ନେଇ ଏକ ଛୋଟ…