ଦେଶ- ବିଦେଶ ମସ୍କଟ-କୋଚି ବିମାନ ଉଡାଣ ପୂର୍ବରୁ ଲାଗିଲା ନିଆଁ , ଯାତ୍ରୀ ସୁରକ୍ଷିତ Sep 14, 2022 ନୂଆଦିଲ୍ଲୀ: ଉଡାଣ ପୂର୍ବରୁ ଅଚାନକ ବିମାନରେ ଲାଗିଗଲା ନିଆଁ I ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଗଲା I ଏହି ଘଟଣା ମସ୍କଟ ଆନ୍ତର୍ଜାତୀୟ ବିମାନ ବନ୍ଦର ରେ ଘଟିଛି I ମସ୍କଟ ରୁ କୋଚିନ ଆସିବାକୁ ଥିବା…