ଜୀବନଚର୍ଯ୍ୟା ଦୀପାବଳି ସୁରକ୍ଷାକୁ ନେଇ କିଛି ଜାଣିବା କଥା Oct 21, 2022 ଆଲୋକର ପର୍ବ ଦୀପାବଳୀରେ ପ୍ରତ୍ୟେକଙ୍କ ଘର ଆଲୋକମୟ ହୋଇଉଠେ । ଘରେ ଘରେ ପିଠାପଣାର ଆସର ଜମେ । ଦୀପ ଓ ବାଣରେ ପରିବେଶ ଆଲୋକିତ ହୁଏ । ଏହାରି ମଧ୍ୟରେ ପରିବାର ଲୋକଙ୍କ ନିରାପତ୍ତା ଓ ଛୋଟ ପିଲାଙ୍କୁ ବାଣ ପ୍ରତି ଦୂରେଇ ରଖିବା…