ଜରାୟୁ କର୍କଟ ପାଇଁ ପ୍ରଥମ ସ୍ୱଦେଶୀ ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ
ଗର୍ଭାଶୟ ବା ଜରାୟୁ କର୍କଟ ପାଇଁ ବାହାରିଲା ଟୀକା I ଏଥିପାଇଁ ଭାରତ ର ସେରମ ଇନଷ୍ଟିଚ୍ୟୁଟ ପ୍ରଥମ ସ୍ୱଦେଶୀ ଟିକା ବାହାର କରିଛି । ଏହି ଟିକାର ନାଁ ହେଉଛି- କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ୍ ଭ୍ୟାକସିନ୍ ।…