ଅଭିନେତ୍ରୀଙ୍କ ପାଇଁ କାଳ ହେଲା ପ୍ଲାଷ୍ଟିକ୍ ସର୍ଜରୀ , ଘରେ ନ ଜଣାଇ କରିଥିଲେ ସର୍ଜରୀ
ବାଙ୍ଗାଲୁରୁ: ମେ ୧୭: ବାଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ କନ୍ନଡ଼ର ଲୋକପ୍ରିୟ ଧାରାବାହିକ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ପ୍ଲାଷ୍ଟିକ୍ ସର୍ଜରୀ କାରଣରୁ ୨୧ ବର୍ଷୀୟା ଅଭିନେତ୍ରୀଙ୍କ ଜୀବନ ଯାଇଛି ।…