Browsing Tag

Chief Minister Mamata Banerjee

ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ଟିଏମ୍‌ସି

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଲାଗିଛି ଶକ୍ତ ଝଟକା । ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ମଙ୍ଗ ସମ୍ଭାଳିଥିବା ମମତା ବାନାର୍ଜୀଙ୍କ ଟିଏମସି ଉପ ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ବଦଳାଇଛି…

କୋଲକାତାକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନ ଅବତରଣ ନିଷିଦ୍ଧ

କୋଲକ।ତ।: ଡିସେମ୍ବର ୩୧: ପଶ୍ଚିମବଙ୍ଗରେ ବଢୁଥିବ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର କଡ଼। ପଦକ୍ଷେପ ନେଇଛନ୍ତି। ଏଥିରେ ନେତ।ଜୀ ସୁଭ।ଷଚନ୍ଦ୍ର ବୋଷ ଅନ୍ତର୍ଜ।ତୀୟ ବିମ।ନ ବନ୍ଦରକୁ ବ୍ରିଟେନରୁ ଆସୁଥିବ। ସବୁ…

କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ…

ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ହତ୍ୟା ଧମକ

କୋଲକାତା: ଅକ୍‌ଟୋବର ୨୭: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦିଅଯାଇଛି । ଏନେଇ ତାଙ୍କ ପତ୍ନୀ ସୋନାଲିଚକ୍ରବର୍ତ୍ତୀଙ୍କ ପାଖକୁ ଏକ ଚିଠି ଆସିଛି…