ଓଡ଼ିଶା ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ Apr 14, 2022 ଭୁବନେଶ୍ୱର: ଅପ୍ରେଲ୧୪: ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ମନ୍ଦିର, ଘରେ ସବୁଠାରେ ପଣା ପୂଜାର ବିଧି ରହିଛି । ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ । ଆଜି ବିଭିନ୍ନ ପୀଠରେ ଲାଗିଛି…
ଜିଲ୍ଲା ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ Feb 19, 2022 ଭୁବନେଶ୍ୱର: ଫେବୃଆରୀ ୧୯: ନବରଙ୍ଗପୁର ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ସେ ଲେଖିଛନ୍ତି ନିର୍ବାଚନ ଡ୍ୟୁଟିରେ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ…
ଓଡ଼ିଶା ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଫେରିପରେ କି ଲକ୍ଡଉନ୍ ! Jan 10, 2022 ଭୁବନେଶ୍ୱର: ଜାନୁଆରୀ ୧୦: ଦିନକୁ ଦିନ ଦେଶ ଓ ରାଜ୍ୟରେ କରୋନା ପରିସ୍ଥିତି ପୁଣି ସଙ୍ଗିନ ହେବାକୁ ଲାଗିଲାଣି । ପ୍ରତ୍ୟେକ ଦିନ ରାଜ୍ୟରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ…
ଓଡ଼ିଶା ସ୍ୱାଭିମାନ ଅଞ୍ଚଳରେ ନୂଆ କ୍ୟାମ୍ପ ବନେଇଲେ ବିଏସଏଫ ଯବାନ୍ Dec 10, 2021 ଘନବେଡା: ଡିସେମ୍ବର ୧୦: ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତ ଘନବେଡା ଠାରେ ନୂଆ କ୍ୟାମ୍ପ ତିଆରି କରିଛି ବିଏସଏଫ ଯବାନ। ଏହି କ୍ୟାମ୍ପ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବେ ଯବାନ।…
ଅପରାଧ ଦୁର୍ନୀତିଗ୍ରସ୍ତ ସରକ।ରୀ କର୍ମଚ।ରୀଙ୍କ ଉପରେ କଡ। କ।ର୍ଯ୍ୟ।ନୁଷ୍ଠ।ନ Dec 2, 2021 ଭୁବନେଶ୍ୱର: ଡିସେମ୍ବର ୦୨: ଦୁର୍ନୀତିଗ୍ରସ୍ତ ସରକ।ରୀ କର୍ମଚ।ରୀଙ୍କ ଉପରେ କଡ। କ।ର୍ଯ୍ୟ।ନୁଷ୍ଠ।ନ । ଆଉ ୩ ଜଣ ଅଧିକ।ରୀଙ୍କୁ ବ।ଧ୍ୟତ।ମୂଳକ ଅବସର ଦିଆଯ।ଇଛି ଏବଂ ଜଣେ ଅଧିକ।ରୀଙ୍କୁ ଚ।କିରୀରୁ ବହିଷ୍କ।ର କର।ଯ।ଇଛି।…
ଓଡ଼ିଶା ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ Dec 1, 2021 ପୁରୀ: : ଡିସେମ୍ବର ୦୧: ୧୯୮୯ରୁ ଚାଲି ଆସୁଥିବା ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆଜି ଉଦଘାଟନ କରାଯିବ। ଭିଡିଓ କନ®ରେନ୍ସିଂ ଦ୍ୱାରା ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ…